Pratidin TV

Odisha's Digital News Platform

ଆଜିଠୁ ନନ୍ଦନ କାନନରେ ରୋପୱେର ମଜା ନେବେ ପର୍ଯ୍ୟଟକ ; ଜାଣନ୍ତୁ ୧୨୦ ଟଙ୍କାରେ ନନ୍ଦନକାନନ ରୋପୱେରେ କଣ ରହିଛି ସୁବିଧା ?

1 min read

ଭୁବନେଶ୍ୱର ; ଭୁବନେଶ୍ୱର ନ୍ଦନକାନନରେ ଦୀର୍ଘ ୧୨ ବର୍ଷ ପରେ ଏବେ ରୋପୱେର ମଜାନେବେ ଦଶକ । ଆଜିଠୁ
ନନ୍ଦନକାନନ ଆରମ୍ଭ ହେଲା ରୋପୱେ । କାଞ୍ଜିଆ ହ୍ରଦ ଉପର ଦେଇ ନନ୍ଦନକାନନରୁ -ବଟାନିକାଲ ଗାର୍ଡେନ ପ୍ରାୟ ୬୨୦ ମିଟର ଦୂରତାକୁ ଯୋଡ଼ିଛି ଏହି ରୋପୱେ। ଏହାର ଉଚ୍ଚତା ହେଉଛି ପ୍ରାୟ ୪୦ ମିଟର।

ଏହି ରୋପୱେରେ ୧୨ଟି କ୍ୟାବିନର ବ୍ୟବସ୍ଥା ରହିଥିବା ବେଳେ ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି। ଏଥିରେ ଘଣ୍ଟାକୁ ପାୟ ୪୦୦ ପର୍ଯ୍ୟଟକ ମଜା ନେଇ ପାରିବେ। ଦାମୋଦର ରୋପୱେ ଇନଫ୍ରା ଲିମିଟେଡ଼ ନାମକ ଏକ ସଂସ୍ଥା ୧୩ରୁ ୧୪ କୋଟି ଟଙ୍କା ବ୍ୟୟରେ ପିପିପି ମୋଡ଼୍ ରେ ଏହି କାର୍ଯ୍ୟ ଶେଷ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *