Pratidin TV

Odisha's Digital News Platform

ସମୁଦ୍ର ଭିତରେ ଦ୍ୱାରକା ନଗରୀର ଅର୍ଦ୍ଭୁତ ଦୃଶ୍ୟ ଦେଖିଲେ ମୋଦି ।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସାମ୍ରାଜ୍ୟ ଥିଲା ଦ୍ୱାରକା। ପୁରାଣ ଅନୁସାରେ ଦ୍ୱାରକା ଥିଲା ଐଶ୍ୱର୍ଯ୍ୟର ନଗରୀ। ବର୍ତ୍ତମାନ ତାହା ଜଳମଗ୍ନ ଅଛି। ଆଜି ଗୁଜରାଟ ଗସ୍ତ ଅବସରରେ ଆରବ ସାଗରରେ ସ୍କୁବା ଡ୍ରାଇଭିଂ କରି ସେଇ ଦ୍ୱାରକା ନଗରୀକୁ ଯାଇଥିଲେ ମୋଦି। ସେଠାରେ ବଡ ପକାଇବା ସହ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ ଆଉ ମୟୂରପୁଚ୍ଛ ଅର୍ପଣ କରିଥିଲେ । ସମୁଦ୍ର ଭିତରେ ଅଲୌକିକ ଦୃଶ୍ୟକୁ ନେଇ ମୋଦି କହିଛନ୍ତି ଯେ ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି…..

Leave a Reply

Your email address will not be published. Required fields are marked *