Pratidin TV

Odisha's Digital News Platform

ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ମୋଦି , ଜଗା ଦର୍ଶନ ସହ କରିବେ ରୋଡ଼ ଶୋ..

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଙ୍କ ସହିତ ପ୍ରଧାନମନ୍ତ୍ରୀ  । ଏହି ପରିପ୍ରେକ୍ଷୀରେ ଆସନ୍ତା 20 ତାରିଖରେ  ପୁଣିଥରେ ଓଡିଶା ଗସ୍ତରେ   ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । 20 ତାରିଖ ସକାଳ 8ଟାରେ ପୁରୀରେ ପହଂଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଏହାପରେ ପୁରୀରେ ରୋଡ଼ ସୋ କରିବେ ମୋଦି  ।  ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ ସାଢ଼େ ୯ଟାରେ ସେଠାରେ ଏକ ବିରାଟ ଜନସଭାକୁ ସମ୍ବୋଧି କରିବେ ମୋଦି। ସେଠାରୁ କଟକ ଫେରିବେ। ସାଢ଼େ ୧୧ଟାରେ ସେ କଟକରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

Leave a Reply

Your email address will not be published. Required fields are marked *