Pratidin TV

Odisha's Digital News Platform

ନବୀନ କି ମୋହନ କିଏ ହାତରୁ ଆହାର ଦେଉନାହନ୍ତି , ୫ ଟଙ୍କାରେ ମାଛ ଖଣ୍ଡେ ମିଳିଲେ ଭଲ ହେବ – ସୁର ରାଉତରାୟ ।

1 min read

ହୁ ହୁ ହୋଇ ବଢିଛି ପରିବା ତା ସହ ଗ୍ରୋସରୀ । ଏହାର ପ୍ରଭାବ ଆହାର ଥାଳି ଉପରେ ମଧ୍ୟ ଦେଖିବାକୁ ମିଳିଛି । ଆହାର କେନ୍ଦ୍ରରେ ଦିଆଯାଉଥିବା ଡାଲମାରେ ପାଣି ଅଧିକ ଫଳ କମ୍ । ଏନେଇ ସୁର ମୁହଁ ଖୋଲି କହିଛନ୍ତି ଏୟାରପୋର୍ଟ , ବସ୍‌ଷ୍ଟାଣ୍ଡ ଏବଂ ଆହାର କେନ୍ଦ୍ର ଯାହାବି ଯୋଜନା ରେ ଡେଭଲପ୍ ହେଉଛି ସବୁ ଆମ ଜନସାଧାରଣଙ୍କା । ନବୀନ କି ମୋହନ କିଏ ନିଜ ହାତରୁ ଦେଉନାହନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ଯଦି ଆହାର ଥାଳିରେ ମାଛ ଖଣ୍ଡେ କି ଚିଙ୍ଗୁଡି ଖାଣ୍ଟ ଦେଇ ଦିଅନ୍ତେ ତେବେ ……

Advertisement

Leave a Reply

Your email address will not be published. Required fields are marked *