Pratidin TV

Odisha's Digital News Platform

ନବୀନ ସାର ଏବେ ଖୁବ୍ ଆକ୍ଟିଭ୍ ଅଛନ୍ତି ,ଆଉ ନିଜ ଲାଇଫ୍ ଏଞ୍ଜୟ କରୁଛନ୍ତି- ଏମପି ପ୍ରଦୀପ ପାଣିଗ୍ରାହୀ ।

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡିଶାରେ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ନିଜେ ମୋଦୀ ଆସିଛନ୍ତି ଏହା ଆମ ପାଇଁ ସ୍ୱଭାଗ୍ୟ କଥା ବୋଲି ଏମପି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଆଗକୁ ଓଡିଶା ଆହୁରୀ ବଦଳିବ । ଏମିତି କହିବା ପରେ ପ୍ରଦୀପ ସିଧା ନବୀନଙ୍କ ଉପରକୁ କଥା ନେଇ କହିଥିଲେ ଯେ ସରକାର ବଦଳିବା ପରେ ବିରୋଧି ହୋଇ ଆମ ପୁରୁଣା ସାର ଏବେ ବହୁତ୍ ଏକ୍ଟିଭ ହେଇଛନ୍ତି, ଆଉ ଲାଇଫ ଏଞ୍ଜୟ୍ କରୁଛନ୍ତି ….

Leave a Reply

Your email address will not be published. Required fields are marked *