Pratidin TV

Odisha's Digital News Platform

ନବୀନଙ୍କ ବଡ଼ ଭୁଲ୍, ପାଣ୍ଡିଆନଙ୍କୁ ଆବଶ୍ୟକତା ଠାରୁ ଅଧିକ ପାୱାର ଦେବା।

1 min read

ଲାଲ ବାହାଦୁର ଶାସ୍ତ୍ରୀଙ୍କ ଭଳି ନବୀନ ବାବୁଙ୍କୁ ମନେ ରଖିବେ ଆଉ ଝୁରି ହେବେ ଲୋକେ । ଆଜିବି ନବୀନ କାମଚଳା ମୁଖ୍ୟମନ୍ତ୍ରୀ ଅଛନ୍ତି ,ସତ୍ତ୍ୱା ପରିବତ୍ତନ ହୋଇନାହିଁ । ନବୀନ ବାବୁଙ୍କ ଲୋକପ୍ରିୟତା ଓଡିଶାରୁ ଘଟିଛି କିନ୍ତୁ ଆଜିବି ଲୋକେ ତାଙ୍କୁ ସେତିକି ଭଲ ପାଉଛନ୍ତି । ତାହେଲେ ୫୧ ବିଧାୟକ ଓଡିଶାରେ ବାଜି ନମାରିନଥାନ୍ତେ । ନବୀନ ବାବୁଙ୍କ ଗୋଟେ ଭୁଲ ପାଇଁ ଆଜି ସେ ନିଜ ପାୱାର ହରାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *