Pratidin TV

Odisha's Digital News Platform

ନିମାପଡାରେ କମ୍ପିଲା ନବୀନଙ୍କ ପ୍ରଚାର , ଗହଳି ଭିତରେ ଶୁଭିଲା ଶଙ୍ଖଚିହ୍ନର ଜୟକାର ।

ନିମାପଡାରେ ନବୀନ ଏକୁଟିଆ ଯଥେଷ୍ଟ । ନବୀନ ଥାଉ ଥାଉ ଆଉ କାହାର ପ୍ରଚାର ଆବଶ୍ୟକ ନାହିଁ । ସେ ଏକା ହିଁ ସବୁ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯଥେଷ୍ଟ । ନିମାପଡାରେ ନବୀନ ପହଞ୍ଚୁପହଞ୍ଚୁ ଲୋକଙ୍କ ଭିଡରୁ ଶୁଭିଲା ଶଙ୍ଖ ଚିହ୍ନର ଜୟ ଜୟକାର । ଲୋକଙ୍କ ଖୁସି ଅସମ୍ଭାଳ , କିଏ ନବୀନଙ୍କ ପ୍ରଚାର ରାଲି ସହ ତାଳ ଦେଇ ଗାଇଲା ତ ପୁଣି କେଉଁ ମାଉସୀ ସେ ଗୀତରେ ନାଚିଲାଣି ଦେଖନ୍ତୁ ଆମର ଏହି ଭିଡିଓରେ …….

Leave a Reply

Your email address will not be published. Required fields are marked *