Pratidin TV

Odisha's Digital News Platform

NBW ମାମଲା; କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ହେଲା ଚାର୍ଜଫ୍ରେମ, ଖୁବ୍‌ଶୀଘ୍ର ଆରମ୍ଭ ହେବ ତଦନ୍ତ

1 min read

NBW ମାମଲାରେ ହାଜର ହେଲେ ଅନୁଭବ ମହାନ୍ତି । ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅନଭବ। କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି ।

ସୂଚନା ଅନୁଯାୟୀ, ଅଭିନେତା ଅନୁଭବ ମହାନ୍ତି କୋର୍ଟରେ ହାଜର ହୋଇଛନ୍ତି | ଘରୋଇ ହିଂସା ମାମଲାରେ ତାଙ୍କ ବିରୋଧରେ ଜାମିନ ବିହିବିନ ପରୱାନା (NBW ) ଜାରି ହୋଇଥିଲା | ହାଇକୋର୍ଟରେ ନିର୍ଦ୍ଦେଶ ମୁତାବକ ଅନୁଭବ ମହାନ୍ତି ଏବଂ ୨ ସହଯୋଗୀ ହଜାର ହୋଇଥିଲେ | ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ହୋଇଛି |

Advertisement

ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟରଦର୍ଶିନୀ ନିର୍ଯାତନା ଅଭିଯୋଗ କରିଥିଲେ | ବର୍ଷା ପ୍ରିୟଦର୍ଶୀନିଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା । ବାରମ୍ବାର ସମନ ସତ୍ତ୍ୱେ ହାଜର ନ ହେବାରୁ ତାଙ୍କ ନାଁରେ NBW ଜାରି ହୋଇଥିଲା ।

Leave a Reply

Your email address will not be published. Required fields are marked *