Pratidin TV

Odisha's Digital News Platform

ଲୋକସଭାରେ NDA lead, ଇଣ୍ଡିଆ ମେଣ୍ଟ 62 ଆସନରେ ଆଗୁଆ

1 min read

ଜୁନ ୪ ଅର୍ଥାତ ଆଜି ଦେଶରେ ଚାଲିଛି ମତଗଣନା | ତେବେ ଭାରତରେ ଲୋକସଭା ଆସନ କଥା ଦେଖିବାକୁ ଗଲେ NDA ୧୫୮ରେ ଲିଡ଼ କରୁଥିବା ବେଳେ ଗୋଟିଏ ସିଟ ମଧ୍ୟ ଜିତି ସାରିଛି | ଅନ୍ୟପଟେ କଂଗ୍ରେସ ମଧ୍ୟ ୬୨ଟି ସିଟରେ ଆଗେଇ ଚାଲିଛି | ଆଜି ମତଗଣନା ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର | ମ୍ୟାଜିକ ନମ୍ବର ଏବଂ ସଂଖ୍ୟା ଗରିଷ୍ଠତା କିଏ ହାସଲ କରିବ ତାହା ଉପରେ ସାରା ଦେଶବାସୀଙ୍କ ନଜର |

ତେବେ ଓଡିଶା ଲୋକସଭା ଆସନ ଦେଖିବାକୁ ଗଲେ ବିଜେଡି ୪ଟି ଆସନରେ ଆଗେଇ ଚାଲିଥିବା ବେଳେ ବିଜେପି ୩ଟି ଲୋକସଭା ଆସନରେ ଆଗେଇ ଚାଲିଛି | ଆଉ କିଛି ଘଣ୍ଟା ମଧ୍ୟରେ ନିର୍ବାଚନୀ ଫଳାଫଳ ସ୍ପଷ୍ଟ ହେବ ବୋଲି କୁହାଯାଉଛି |

Advertisement

Leave a Reply

Your email address will not be published. Required fields are marked *