Pratidin TV

Odisha's Digital News Platform

NEET 2024 ରେଜଲ୍ଟ ; ଓଡିଶା ଟପ୍ପର ହେଲେ ଯାଜପୁର ପୁଅ ସତ୍ୟଜିତ୍ ପରିଡା ।

ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ । ବାଜି ମାରିଲେ ଯାଜପୁର ପୁଅ ସତ୍ୟଜିତ୍ ପରିଡା , ବନିଲେ ଓଡିଶା ଟପ୍ପର । ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ର ସତ୍ୟଜିତ ପରିଡ଼ା ମୋଟ ୭୨୦ ରୁ ୭୧୫ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୫୩ ନଂ ରାଙ୍କରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *