Pratidin TV

Odisha's Digital News Platform

ସ୍ତ୍ରୀ ସମ୍ମାନ ପାଇଁ ସାମ୍ନାକୁ ଆସିଲେ ନେହାଙ୍କ ସ୍ୱାମୀ , କହିଲେ ଲୋକ କହିବେ କିନ୍ତୁ ମୋ ସ୍ତ୍ରୀ ପାଇଁ ମୁଁ ଗର୍ବ କରୁଛି ….

ଭୁବନେଶ୍ୱର ; ରାଜଧାନୀ ରାଜରାସ୍ତାରେ ଦୁଇ ଯା ଙ୍କ ଷ୍ଟାର୍ଟ ଅଫ୍ କାର ଖାନାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଏମସିର ଜୁଲୁମ୍ ପରେ ଏବେ ବନ୍ଦ ଅଛି ଦୁଇ ଯାଙ୍କ ଫୁଡ୍ ଷ୍ଟଲ । ଲକ୍ଷ ଥିଲା ସୁଲଭ ମୂଲ୍ୟରେ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇବେ । ଏନେଇ ଦୁହେଁ ରାସ୍ତା କଡକୁ ଓହ୍ଲାଇ ନିଜ ପ୍ରୟାସ ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ବିଏମସିର ନାଲି ଆଖି ସହ ବେଆଇନ୍ ଚାଲାଣ କଟା ପରେ ଏବେ ରାସ୍ତା କଡରୁ ଉଠିଯାଇଛି କାର୍ ଖାନା । ତା ସହ ଦୁଇ ଯାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଅନେକ ଟ୍ରୋଲ କରାଯାଇଛି । ଯାହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ନେହା ପାଣିଗ୍ରାହିଙ୍କ ସ୍ୱାମୀ , ଏନେଇ ସେ କହିଛନ୍ତି ଯେ ପ୍ରଥମେ ମୋତେ ଡରଲାଗୁଥିଲା କି ମୋ ସ୍ତ୍ରୀ ଆଉ ମି ଭାଉଜ ମିଶି ରାସ୍ତା କଡରେ ଏଭଳି ଷ୍ଟାର୍ଟଅପ୍ ଆରମ୍ଭ କରିବା ସଫଳ ହେବ କି ନାହିଁ । କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ମୁଁ ପରିଚିତ ଓ ଗର୍ବିତ …

Leave a Reply

Your email address will not be published. Required fields are marked *