Pratidin TV

Odisha's Digital News Platform

Car Khana ପାଇଁ ଛାଡିଥିଲେ ବଡ ଚାକିରୀ , ହେଲେ ଏବେ ହେଉଛନ୍ତି ହଇରାଣ !

1 min read

ଭୁବନେଶ୍ୱର ; ଭୁବନେଶ୍ୱର ରାସ୍ତା କଡରେ ଖାଇବା ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ ୨ ଯା । ୨ ଇଞ୍ଚିନିୟର ଯା ବଡ କମ୍ପାନୀ ଚାକିରୀ ନିଜର କିଛି ଭିନ୍ନ କରିବାକୁ ଆରମ୍ଭ କରିଥିଲେ ଷ୍ଟାର୍ଟ ଅଫ୍ କାର ଖାନା । କିନ୍ତୁ ପ୍ରଥମେ ବିଏମସିର ଜୁଲୁମ୍ ଆଉ ପରେ ପରେ କିଛି ଲୋକଙ୍କ ଅପ୍ରୀତିକର କଥା ଦୁହିଁଙ୍କ ପ୍ରୟାସରେ ପାଣିପକାଇଥିଲା । କିନ୍ତୁ ତଥାପି ହାର୍ ମାନିନାହାନ୍ତି ଦୁଇ ଯା । ଚାକିରୀ ଛାଡି ସିନା ହଇରାଣ ହେଲେ କିନ୍ତୁ ଏବେ ବିଦେଶରୁ ଆସିଛି କାରଖାନାକୁ ଅର୍ଡର । ଯାହାକୁ ନେଇ ଖୂବ୍ ଖୁସି ଅଛନ୍ତି ଦୁଇ ଯା ନେହା ଓ ରଶ୍ମିତା ।

Advertisement

Leave a Reply

Your email address will not be published. Required fields are marked *