Pratidin TV

Odisha's Digital News Platform

ମୁହଁ ଖୋଲିଲେ ନିହାରିକାଙ୍କ ପ୍ରେମିକ ଗୌତମ୍ , କହିଲେ ସେଦିନ ରାତିର ଭୟଙ୍କର ଦୃଶ୍ୟ ।

ଭୁବନେଶ୍ୱର ; ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ଘଟଣାରେ ବଳିପଡିଯାଇଥିଲେ ନିରୀହ ଅଞ୍ଜନ । ଆଜି ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଲେ ପ୍ରେମିକ ଗୌତମ । କହିଲେ ପିଙ୍କୁ ମୋ ଆଖି ସାମ୍ନାରେ ସେ ନିହାରିକା ଇଶାରାରେ ମୋ ଭାଇ ଭଳି ସାଙ୍ଗକୁ ହାଣିଦେଲା । ମୋତେ ଗୋଡାଇବାରୁ ମୁଁ ଟ୍ରକ୍ ତଳେ ଲୁଚିଗଲି ।

Leave a Reply

Your email address will not be published. Required fields are marked *