ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନିତିଶ୍ କୁମାର
1 min readନୂଆଦିଲ୍ଲୀ : ଆଜି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।ଆଜି ବିଜେପିର ମେଣ୍ଟ ଭାଙ୍ଗିବା ପରେ ସେ ଇସ୍ତଫା ଦେଇଥିଲେ । ବିବାହରରରେ ଗତ ୧୦ ବର୍ଷ ଭିତରେ ଏପରି ୩ ଥର ହେଲାଣି । ସରକାର ଗୋଟିଏ ମେଣ୍ଟରେ ରହିପାରୁନାହିଁ ଏଠାରେ ।
ପ୍ରାଥମିକ ଅବସ୍ଥାରେ ନୀତୀସ କୁମାର ଇସ୍ତଫା ଦେବାକୁ ଚାହୁଁ ନଥିଲେ ।ନିତିଶଙ୍କ କହିବା ଅନୁଯାୟୀ ପାର୍ଟି ତାଙ୍କୁ ଏନ୍ଡିଏ ଛାଡିବାକୁ କହିଥିଲା । ‘ଆଜି ଦଳର ବରିଷ୍ଠ ନେତାମାନଙ୍କର ବୈଠକ ବସିଥିଲା’ । ବୈଠକରେ ବିଧାୟକ ,ସାଂସଦମାନେ ଉପସ୍ଥିତ ଥିଲେ । ସେଠାରେ ତାଙ୍କୁ ପ୍ରାୟ ସମସ୍ତ ସାଂସଦ ଏନ୍ଡିଏ ଛାଡି ଦେବାକୁ କହିଥିଲେ । ଏହାପରେ ସମସ୍ତେ ତାଙ୍କୁ ଏନ୍ଡିଏ ଛାଡିବାକୁ କହିବାରୁ ସେ ଇସ୍ତଫା ଦେଇଦେଇଥିଲେ ଆଜି । ଏହାପରେ ସେ ବିଜେପି ଛାଡି ଆରଜେଡି ନେତା ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ଭେଟି ନୂଆ ଦଳରେ ଯୋଗ ଦେବେ ସେ ।