Pratidin TV

Odisha's Digital News Platform

ସାଲିଆ ସାହି ଉପରେ କେହି ବୁଲଡୋଜର ଚଳାଇପାରିବେନି ! ସୁର ରାଉତରାୟ …

õସାଲିଆ ସାହିରେ ଦେଶୀ ମଦ ରେଡ୍ ପରେ ଏବେ ବୁଲଡୋଜର ଚଳାଇବା ଖବର ସାମ୍ନାକୁ ଆସିଛି । ସାଲିଆ ସହି ଲୋକଙ୍କୁ ଅନ୍ୟତ ସ୍ଥାନାନ୍ତର କରାଯିବା କଥା ଶଣିବାକୁ ମିଳୁଛି । ଆଉ ଏସବୁ ଭିତରେ ସୁର ରଖିଛନ୍ତି ବଡ ପ୍ରତିକ୍ରିୟା ସେ କହିଛନ୍ତି ଯେ ସାଲିଆ ସାହି ଉପରେ କେହି ବୁଲଡୋଜର ଚଳାଇପାରିବେନି । ଆଉ ଏପରି କହି ସୁର ଜୋରରେ ହସିଥିଲେ …

Leave a Reply

Your email address will not be published. Required fields are marked *