Pratidin TV

Odisha's Digital News Platform

(ଭିଡିଓ) vss ନଗର ରେଳ ଲାଇନରେ ନର୍ସ ଅନିତାଙ୍କ ଜୀବନ ହାରିବା ଘଟଣା , ଭଉଣୀ ଖୋଲିଲା ସବୁ ଗୁମର …

1 min read

ଭୁବନେଶ୍ୱର : ଗତ ଶନିବାର ରାଜଧାନୀ ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗରରେ ରେଲୱେ ଟ୍ରାକକୁ ଡେଇଁ ମହିଳାଙ୍କ ଜୀବନ ହାରିବା ଘଟଣାରେ ସାମ୍ନାକୁ ଆସିଛି ବିସ୍ପୋରକ ତଥ୍ୟ । ମୃତ ଅନିତାଙ୍କ ଭଉଣୀ ଖୋଲିଲେ ଭିଣୋଇଙ୍କ ଗୁମର । ତେବେ ଅନିତା ୭ ବର୍ଷ ହେବ ରାଜଧାନୀ ମଞ୍ଜେଶ୍ୱରର ସମେଇ ଗାଡିଆରେ ସ୍ୱାମୀ ସଞ୍ଜୟ ରାଉଳଙ୍କ ସହ ରହୁଥିଲେ । କିନ୍ତୁ ହଠାତ୍ ଶନିବାର ସେ ଏଭଳି ଏକ ପଦକ୍ଷେପ ନେଇଯିବେ ବୋଲି କେହି କଳ୍ପନା ସୁଦ୍ଧା କରିପାରିନଥିଲେ । ଏନେଇ ଅନିତାଙ୍କ ବାପଘର ଲୋକେ ଜିଆରପି ଥାନାରେ ଅଭିଯୋଗ ଆଣିଛନ୍ତି । ଏବଂ ଅନିତାଙ୍କ ସହ ରହୁଥିବା ତାଙ୍କ ସାନ ଭଉଣୀ ଗଣମାଧ୍ୟମ ସାମ୍ନାରେ ଭିଣୋଇଙ୍କ କଳାଗୁମର ଖୋଲିଛନ୍ତି । ଅନିତାଙ୍କ ଭଉଣୀଙ୍କ କହିବା ଅନୁଯାୟୀ ଭିଣୋଇ ସଞ୍ଜୟଙ୍କର ଗୀତା ନାମକ ଜଣେ ଯୁବତୀ ସହ ସର୍ମ୍ପକ ଥିଲା । ଏସବୁ ଜାଣିବା ପରେ ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏବଂ ଅନେକ ସମୟରେ ଭିଣୋଇ ସଞ୍ଜୟ ତାଙ୍କ ଭଉଣୀ ଅନିତାକୁ କବାଟ ବନ୍ଦ କରି ପିଟୁଥିଲେ । କିନ୍ତୁ ଅନିତା ରାଣ ନିୟମ ପକାଇ ଏସବୁ ଘର ନକହିବାକୁ ଭଉଣୀକୁ ବାରଣ କରିଥିଲା । କିନ୍ତୁ ହଠାତ୍ …

Advertisement

Leave a Reply

Your email address will not be published. Required fields are marked *