Pratidin TV

Odisha's Digital News Platform

(video)ଜନ୍ମଦିନରେ ଜେଜେ ମା’ଙ୍କ ପାଖରୁ ଗପ ଶୁଣିଲେ ବାବୁସାନ୍‌ଙ୍କ ପୁଅ ଗୁଆନ୍ , ସାମ୍ନାକୁ ଆସିଲା ଏପରୁ କିଉଟ୍ ଭିଡିଓ ……

ଭୁଶେନଶ୍ୱର ; ଆଜି ବଲିଉଡ୍ ଅଭିନେତା ବାବୁସାନ୍‌ଙ୍କ ପୁଅ ଗୁଆନକୁ ୨ ବର୍ଷ ପୁରିଯାଇଛି । ଏହି ଖୁସିରେ ଜେଜେମା ଅପରାଜିତା ନାତିଟୋକା ଗୁଆନକୁ ସାମ୍ନାରେ ବସାଇ ଚାଦର ଘୋଡେଇ ଦେଇ ସ୍ନେହରେ ଟୁଆଁ ଟୁଇଁ ଗପ ଶୁଣାଉଛନ୍ତି । ତା ଭିତରେ କୁନି ଗୁଆନ ମଧ୍ୟ ଜେଜେମାଙ୍କୁ ଛୋଟ ଛୋଟ ଅଝଟ ପ୍ରଶ୍ନ ପଚାରୁଛି । ଯାହାର ଉତ୍ତର ଜେଜେ ମା ଗୁଆନକୁ ବୁଝାଇ କହୁଛନ୍ତି । ଆଉ ଏହି ସୁନ୍ଦର ଭିଡିଓଟିକୁ ବାବୁସାନ୍ ସୋସିଆଲ ମିଡିଆରେ ସେୟା କରିଛନ୍ତି ।

Leave a Reply

Your email address will not be published. Required fields are marked *