Pratidin TV

Odisha's Digital News Platform

ରିଲ୍ ଲାଇଫ ହିରୋ ହିରୋଇନ୍‌ଙ୍କ ରିଅଲ ଚେହେରା : ଏକତ୍ର ଧରାପଡିଲେ ବାବୁସାନ୍ ଓ ପ୍ରକୃତି ମିଶ୍ର ।

ଭୁବନେଶ୍ୱର : ନିଜର କଅଁଳା ଛୁଆକୁ ଛାଡି ପରକୀୟା ପ୍ରିତିରେ ବାବୁସାନ ।ନିଜର ସହକାରୀ ଅଭିନେତ୍ରୀ ସହ ବିଚ୍ ବଜାରରେ ନିଜ ଧର୍ମ ପତ୍ନୀଙ୍କ ହାବୁଡରେ ଧରାପଡିଲେ ଓଡିଶାର ଲୋକପ୍ରିୟ କଳାକାର । ଦିନକୁ ଦିନ ଓଡିଆ ଅଭିନେତା ମାନଙ୍କର ମାନ ତଳକୁ ତଳ ଖସିବାରେ ଲାଗିଛି ।ଓଡିଆ ଇଣ୍ଡଷ୍ଟ୍ରିର ଫେମସ୍ କଳାକାର ବାବୁସାନଙ୍କ ଅସଲ ଚେହାରା ଏବେ ସବୁ ଫ୍ୟାନ୍‌ସ ମାନଙ୍କ ଆଖିସାମ୍ନାରେ କୁହନ୍ତିନି ସତକୁ ଜେତେ ଲେୁଚେଇଲେବି ଦିନେନା ଦିନେ ସେ ବାହାରକୁ ଆସେ ।

ଆଜି ଧରାପଡିଯାଇଛି ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଚୋରପ୍ରେମ । ବାବୁସାନ ଜଣେ ବିବାହିତ, ଏହା ପରେ ବି ଲିଭ ଇନ ରିଲେସନରେ ରହୁଥିଲେ ପ୍ରକୃତିଙ୍କ ସହ । ତେବେ ଆଜି ସକାଳୁ ଏହି ଘଟଣାର ପର୍ଦାଫାଶ କରିଛନ୍ତି ତାଙ୍କ ସ୍ତ୍ରୀ । ଉଭୟଙ୍କୁ ଏକତ୍ର ଧରାପକେଇଛନ୍ତି ସମସ୍ତଙ୍କ ସାମ୍ନାରେ ସ୍ତ୍ରୀ ଟ୍ରୁପ୍ତି ।

ତେବେ ବଲିଉଡ୍‌ରେ ଲିଭ ଇନ ରିଲେସନ୍ ଏକ ସାଧାରଣ କଥା ହୋଇଥିବା ବେଳେ , ଆମ ଓଡିଆ ଜଗତରେ ଏକ ଲଜ୍ୟାର ବା କଳଙ୍କର ବିଶୟ । ବାବୁସାନଙ୍କୁ ନିଜର ରୋଲ ମଡେଲ ,ପ୍ରରେଣା ଭାବୁଥିବା ତାଙ୍କର ଲକ୍ଷେ ଲକ୍ଷେ ଫ୍ୟାନ୍ସ ଏକଥା ଜାଣିବା ପରେ କଣ ପ୍ରତିକ୍ରିୟା ଦେବେ ତାହା ଏଯାଏ ଅସ୍ପଷ୍ଟ ।

Leave a Reply

Your email address will not be published. Required fields are marked *