Pratidin TV

Odisha's Digital News Platform

୬୯ ତମ ଜାତୀୟ ପୁରଷ୍କାର ଘୋଷଣା ; ବାଜି ମାରିଲା ପ୍ରତୀକ୍ଷା , ଜିତିଲା ଶ୍ରେଷ୍ଠ ଓଡିଆ ଫିଲ୍ମ ପୁରଷ୍କାର …

1 min read

ଭୁବନେଶ୍ୱର : କେଉଁଠି କମ୍ ନୁହଁନ୍ତି ଆମ ଓଡିଆ । ଗୋଟେ ପଟେ ଚନ୍ଦ୍ରାୟାନ-୩ ରେ ଓଡିଆ ଯୁବକ ଓ ଯୁବତୀଙ୍କ କମାଲକୁ ସାରା ଦେଶ ପ୍ରଶଂସା କରୁଥିବା ବେଳୋ ଏବେ ପୁଣି ପ୍ରଶଂସା ସାଉଂଟିଛନ୍ତି ଓଡିଆ କଳାକାର । ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ‘ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ କୁ ଜାତୀୟ ପୁରସ୍କାର ମିଳିଛି । ଶ୍ରେଷ୍ଠ ଓଡିଆ ଚଳଚିତ୍ର ଭାବେ ଜାତୀୟ ପୁରଷ୍କାର ଜିତିଛି ପ୍ରତୀକ୍ଷା । ଯାହା ପୁଣି ଓଡିସାବାସୀଙ୍କୁ ଗର୍ବିତ କରାଇଛି ।

ସେହିଭଳି -‘ପୁଷ୍ପା’ ପାଇଁ ଅଲ୍ଲୁ ଅର୍ଜୁନ ପାଇବେ ଶ୍ରେଷ୍ଠ ଅଭିନେତା ପୁରସ୍କାର

Advertisement

-ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ
-ପୁଷ୍ପା ପାଇଁ ଦେବୀ ଶ୍ରୀପ୍ରସାଦ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ
-ସର୍ଦ୍ଦାର ଉଦ୍ଦମ ହେଲା ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର
-ପୁଷ୍ପା ପାଇଁ ଦେବୀ ଶ୍ରୀପ୍ରସାଦ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ
-ଶ୍ରେୟା ଘୋଷାଲ ଓ କାଳ ଭୈରବ ଶ୍ରେଷ୍ଠ କଣ୍ଠଶିଳ୍ପୀ
-‘ମିମି’ ପାଇଁ କ୍ରିତି ସାନୋନ୍ ବି ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ

Leave a Reply

Your email address will not be published. Required fields are marked *