Pratidin TV

Odisha's Digital News Platform

(video)କୋଶଲ ସେନା କେବଳ ଓଡିଆ ପୋଷ୍ଟର ଚିରୁଛନ୍ତି , ହିନ୍ଦୀ କାହିଁକି ନୁହେଁ ?

ଭୁବନେଶ୍ୱର ; ଓଡିଆ ଇଣ୍ଡଷ୍ଟ୍ରିରେ ବଢୁଛି ବିବାଦ । ବଲାଙ୍ଗୀର କଣ୍ଟାବାଞ୍ଜି ଆଳିଶାନ ଫିଲ୍ମ ହଲ୍ ସାମ୍ନାରୁ ପୁଣି ଚିରାଗଲା ଓଡିଆ ଫିଲ୍ମ ପୋଷ୍ଟର । ପ୍ରଥା ,ରାଉଡି ରାଜା ପରେ ମାଇଁ ସୁଇଟ୍ ହାଉସ୍ ୱାଇଫ୍‌ର ପୋଷ୍ଟର ଚିରିବା ସହ ନିଆଁ ଲଗାଇଦେଇଛନ୍ତି ମନୋଜଙ୍କ କୋଶଲ ସେନା । ଅନ୍ୟପଟେ ସେହି ହଲରେ ଲାଗିଥିବା ବଲିଉଡ୍ ସିନେମାର ପୋଷ୍ଟରକୁ ହାତ ଲଗାଉନାହାନ୍ତି କୋଶଲ ସେନା । ହେଲେ କଣ ପାଇଁ , କେଉଁ ଡରରେ ଏପରି କରୁଛନ୍ତି ମନୋଜଙ୍କ ସମର୍ଥକ । କଣ ବଲିଉଡ୍‌ର ଡର ଘାରିଛି କି ମନୋଜଙ୍କୁ !

Leave a Reply

Your email address will not be published. Required fields are marked *