Pratidin TV

Odisha's Digital News Platform

(video)ଧାରଣାରେ ବସିଲେ ଓଡିଆ ପ୍ରଯୋଜିକ ସନଲିସା ପଟେଲ୍ , ଓଡିଆ ଫିଲ୍ମକୁ ରକ୍ଷା କରିବା …

ଭୁବନେଶ୍ୱର ; ଓଲିଉଡ୍ ବାଦ ବିବାଦ ଭିତରେ ଓଡିଆ ଚଳଚ୍ଚିତ୍ର ପାଇଁ ମୁହଁ ଖୋଲିଲେ ପ୍ରଯୋଜିକା ସନଲିସା ପଟେଲ୍ । କଳାକାର ନିର୍ଦ୍ଦେଶକଙ୍କ ବାଦ ବିବାଦରେ ବଳିପଡୁଛି ଓଡିଆ ଫିଲ୍ମ ବୋଲି ନାର ଦେଇ ଧାରଣାରେ ପ୍ରଯୋଜିକା ସନଲିସା । ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ଆଜି ବିଧାନ ସଭା ଆଗରେ ଧାରଣାରେ ବସିଛନ୍ତି ପ୍ରଯୋଜିକା । ଜଷ୍ଟିସ୍ ଫର ପ୍ରଥା, ଜଷ୍ଟିସ୍ ଫର ଓଡ଼ିଆ ଫିଲ୍ମ ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତି ସନଲିସା ।

Leave a Reply

Your email address will not be published. Required fields are marked *