ରାଜ୍ୟରେ ୨୪ ଘଣ୍ଟାରେ ୧୦୬୫ ଅକ୍ରାନ୍ତ
1 min readଭୁବନେଶ୍ୱର : ତେବେ କରୋନାକୁ ନେଇ ଦେଶ ତଥା ରାଜ୍ୟରେ ପୁଣି ଲୋକମାନେ ଆତଙ୍କିତ । କିଛି ମାସ ପୂର୍ବରୁ ଯେଇଁ ସ୍ଥିତି ନିୟନ୍ତ୍ରିତ ଥିଲା , ତାହା ଏବେ ପୁଣି ଅନିୟନ୍ତ୍ରିତ ହେବାରେ ଲାଗିଛି ।ପ୍ରତ୍ୟକ ଦିନ ବଢୁଥିବା ହାରକୁ ଲକ୍ଷ୍ୟ କଲେ ଯେପରି ଲମ୍ବ ଡିଆଁ ମାରୁଛି କରୋନା । ତେବେ ଗତ ୨୪ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୫ ରେ ପହଞ୍ଚିଛି ।ସେହିପରି କ୍ୱାରେଣ୍ଟାଇନରୁ ୬୨୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୪୧ ଜଣ ଚିହ୍ନଟ ।ସେହିପରି ୧୮ ବର୍ଷ ମଧ୍ୟରେ୧୨୨ ଜଣ ଆକ୍ରାନ୍ତ ଅଛନ୍ତି ।
ତେବେ ଖୋର୍ଦ୍ଧା ରାଜ୍ୟରୁ ସର୍ବାଧିକ ୩୬୧,କଟକରୁ ୧୩୫,ସୁନ୍ଦରଗଟରୁ ୧୧୧,ବାଲେଶ୍ୱରରୁ ୧୪,ଭଦ୍ରକରୁ ୫,ବଲାଙ୍ଗୀରରୁ ୮,ବୌଦ୍ଧରୁ ୧ ,ଦେଓଗଡରୁ ୫ ,ଢେଙ୍କାନାଳରୁ ୨,ଗଜପତିରୁ ୩ ,ଗଞାମରୁ୬,ଜଗତସିଂହପୁରରୁ ୨୧,ଯାଜପୁରରୁ ୨୧,ଝାରସୁଗୁଡାରୁ ୧୮,କଳାହାଣ୍ଡରୁ ୧୪, କନ୍ଦମାଳରୁ୬ , କେନ୍ଦ୍ରାପଡାରୁ୧୮, ମୟୁରଭଞରୁ ୫୨,ନବରଙ୍ଗପୁରୁ ୫,ନୟାଗଡରୁ ୧୮,ନୂଆପଡାରୁ୧୧,ପୁରୀରୁ ୪୪,ରାୟଗଡାରୁ ୧୩,ସମ୍ବଲପୁରୁ୫୮,ସୋନପୁରୁ ୩୧,ଷ୍ଟେଟପୁଲରୁ ୭୬ ,କେଉଁଝରରୁ ୪ ,କୋରାପୁଟରୁ ୩,ମାଲକାନଗିରିରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ।
ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ସୂଚନା ମୁତାବକ ରାଜ୍ୟରେ ବର୍ତ୍ତମାନ ସୁର୍ଦ୍ଧା ମୋଟ ୧୨ ଲକ୍ଷ ୯୮ ଜହାର ୨୪୦ ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ସେଥିମଧ୍ୟରୁ୫୩ର୍୬ ଟି ଆକ୍ଟିଛ କେସ ରହିଛି ।ଏବେସୁଦ୍ଧା ୧୨ଲକ୍ଷ ୮୩ ହଜାର ୬୮୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ।