Pratidin TV

Odisha's Digital News Platform

ପୂର୍ତ୍ତ ବିଭାଗ ଜାରି କଲା ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି, ବଦଳିବ ସରକାରୀ କୋଠାର ରଙ୍ଗ …

1 min read

ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଜାରି କଲା ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି। ବଦଳିବ ସମସ୍ତ ସରକାରୀ କୋଠାର ରଙ୍ଗ । ସମସ୍ତ ସରକାରୀ କୋଠାରର ରଙ୍ଗ ସମାନ ରହିବ। କୋଠାର ବାହାର କାନ୍ଥ କମଳା ଓ କୋଠାର ବର୍ଡର ଲାଲ୍‌ ରଙ୍ଗ ରହିବ। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି। ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ। ସୂଚନାଥାଉକି, ସପ୍ତାହକ ତଳେ ଗଣଶିକ୍ଷା ବିଭାଗ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ପରିବର୍ତ୍ତନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *