Pratidin TV

Odisha's Digital News Platform

ପ୍ରଥମ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପୋଲିସ କରିଛନ୍ତି ସମ୍ପୂର୍ଣ୍ଣ ପ୍ରସ୍ତୁତ

1 min read

ପରବର୍ତ୍ତୀ ସରକାର ଗଠନ ପାଇଁ ଆଜି ଓଡ଼ିଶାରେ ଭୋଟର ଦେଉଛନ୍ତି ନିଜ ମତଦାନ | ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ମତଦାନ | କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡିରେ ପାଇଁ ଆରମ୍ଭ ହୋଇଛି ମତଦାନ | ୨୮ଟି ବିଧାନସଭା ଲାଗି ହେଉଛି ମତଦାନ |

ତେବେ ନିର୍ବାଚନ ସୁରକ୍ଷା ପାଇଁ ଡିଜିପି ଅରୁଣ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ତା ଉପରେ ଫୋର୍ସ ମୁତୟନ କରିଛନ୍ତି | ୯ଟି ଜିଲ୍ଲାର ୬୨୮୨ ଲୋକେସନ୍‌ରେ ଥିବା ୭୨୯୮ ପୋଲିଂ ବୁଥ ପାଇଁ ୧୭ ହଜାର ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି |

Advertisement

ତେବେ ଟ ୧୭ ହଜାର ପୋଲିସ ଫୋର୍ସ ରହିବେ। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ SAP ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍‌ ତଦାରଖ କରିଛନ୍ତି | ୯ ଜିଲ୍ଲାକୁ ଲାଗି ୫୧ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ତିଆରି କରାଯାଇଛି। ୫୦ଟି ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରାଯାଉଛି।

Leave a Reply

Your email address will not be published. Required fields are marked *