Pratidin TV

Odisha's Digital News Platform

ଓଡିଆ ନଜାଣି ନବୀନ ଯଦି ମୁଖ୍ୟମନ୍ତ୍ରୀ ହେଲେ , ଅରୁଣ କାହିଁକି ନୁହେଁ ?

1 min read

ଯଦି ନବୀନ ପଟ୍ଟନାୟକ ଓଡିଆ ନଜାଣି ୨୪ ବର୍ଷର ମୁଖ୍ୟମନ୍ତ୍ରୀ ହୋଇପାରିଲେ ତେବେ ତାଙ୍କ ପୁତୁରାକୁ କାହିଁକି ଆପଣାଇପାରିବେନି ଓଡିଶାବାସୀ । ନବୀନ ବିଜୁ ବାବୁଙ୍କ ସହ ସବୁ ଦଳ ସହ ପରିଚିତ ଥିଲେ । ଆଉ ବିଜୁ ବାବୁ ଯିବା ପୂର୍ବରୁ ସେ ନବୀନଙ୍କୁ ଲୋକଲୋଚନକୁ ଆଣିସାରିଥିଲେ । ଅନେକ ନେତା ରାଜନେତାଙ୍କ ସହ ନବୀନ ପରିଚିତ ଥିଲେ ଆଉ ବସାଉଠା ମଧ୍ୟ କରୁଥିଲେ । ତେଣୁ ଓଡିଶାକୁ ସମ୍ଭାଳିବାକୁ ନବୀନଙ୍କୁ ଅଧିକ ପରିଶ୍ରମ ପଡିଲା ନାହିଁ । କିନ୍ତୁଅରୁଣ ପଟ୍ଟନାୟକଙ୍କ କଥା କିଛି ଅଲଗା । ସେ ଏଠାରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଙ୍କ ସହ ପରିଚିତ ନୁହଁନ୍ତି ।

Advertisement

Leave a Reply

Your email address will not be published. Required fields are marked *