Pratidin TV

Odisha's Digital News Platform

osssc ରେ ବାହାରିଲା ନିଯୁକ୍ତି ; ଖାଲି ପଡିଛି ୫୩୯୬ ଟି ପଦବୀ , ଯୁକ୍ତ୨ ପାସ୍ କରିଥିବା ଆଶାୟୀ ଶୀଘ୍ର କରନ୍ତୁ ଆବେଦନ ..

1 min read

ଭୁବନେଶ୍ୱର : ସରକାରୀ ଚାକିରୀ ଆଶାୟୀମାନଙ୍କ ପାଇଁ ବାହାରିଲା ନିଯୁକ୍ତି । ଡେରିନକରି ଜଲଦି କରନ୍ତୁ ଆବେଦନ । ଓଡିଶା ସବ୍‌ଅଡିନେଟ୍ ଷ୍ଟାପ୍ ସିଲେକ୍ସନ କମିଶନ (osssc) ତରଫରୁ ପ୍ରକାଶ ପାଇକା ବିଜ୍ଞପ୍ତି । ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କର୍ମଚାରୀ ଅଧିକାରୀ ପାଇଁ ୫୩୯୬ ପଦବୀ ପାଇଁ ଭର୍ତ୍ତି ହେବ । ଇଛୁକ ପ୍ରାର୍ଥୀମାନେ େଓ୍ଵବସାଇଟ www.osssc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜୁନିଅର ଆସିଷ୍ଟାଣ୍ଟ – ୩୦୯୯
ପଞ୍ଚାୟତ କର୍ମଚାରୀ ଅଧିକାରୀ – ୨୨୯୭
ଶେଷ ତାରିଖ – ୨୭ ମାର୍ଚ୍ଚ ୨୦୨୩
ବୟସ ସୀମା – ୨୧ ରୁ ୨୮ ବର୍ଷ

ଯୋଗ୍ୟତା – ଜୁନିଅର ଆସିଷ୍ଟାଣ୍ଟ ପାଇଁ ଇଛୁକ ପ୍ରାର୍ଥୀଙ୍କ ମାନେ କମ୍ପ୍ୟୁଟର ସ୍କିଲ ସହିତ କଳା/ବାଣିଜ୍ୟ/ବିଜ୍ଞାନରେ ଗ୍ରାଜୁଏସନ କରିଥିବା ଜରୁରୀ।

-ପଞ୍ଚାୟତ କର୍ମଚାରୀ ଅଧିକାରୀ ପାଇଁ ପ୍ରାର୍ଥୀ କୌଣସି ବିଷୟରେ ୧୨ମ୍ ପାସ୍ କରିଥିବା ଜରୁରୀ।

କିଭଳି କରିବେ ଆବେଦନ – ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ osssc ର ଅଫିସିଆଲ େଓ୍ଵବସାଇଟ୍ www.osssc.gov.in କୁ ଯାଆନ୍ତୁ । ଏହାପରେ ଅନଲାଇନ ହୋମ ପେଚକୁ ଯାଇ ଅନଲାଇନ ଆବେଦନ ଉପରେ କ୍ଲିକ୍ କରନ୍ତୁ ।
ନୂଆ ୟୁଜର କ୍ଲିକ୍ କରିବା ପରେ ରେଜିଷ୍ଟ୍ରର କରନ୍ତୁ।ଏହାପରେ ପୋଟାର୍ଲ ଲଗଇନ କରି ଜେଏ ଏବଂ ପିଇଓ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ଫର୍ମ ପୂରଣ କରନ୍ତୁ।

Leave a Reply

Your email address will not be published. Required fields are marked *