Pratidin TV

Odisha's Digital News Platform

ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା ।

ଆଜି ବିଜେପିରୁ ଇସ୍ତଫା ଦେଇ ତୁରନ୍ତ ବିଜେଡିରେ ମିଶିଛନ୍ତି ଓଡିଆ ଅଭିନେତ୍ରୀ ଜିନା ସାମଲ୍ । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା ।

Leave a Reply

Your email address will not be published. Required fields are marked *