Pratidin TV

Odisha's Digital News Platform

(ଭିଡିଓ)ମୁଁ କାନ୍ଦିନି ଏଯାଏଁ, ସିନ୍‌କୁ ଆଗକୁ ଅପେକ୍ଷା କରିଛି – ପ୍ରଶାନ୍ତ ନନ୍ଦ ,ଅଭିନେତା

1 min read

ଭୁବନେଶ୍ୱର : ଖରାପ ସମୟ ଚାଲିଯାଇଛି , ଆଗକୁ ଭଲ ସମୟ ରହିଛି । ଆଗରୁ ୩ ,୪ ବର୍ଷ ଗ୍ୟାପ୍‌ରେ ଓଡିଆ ସିନେମା ଆସୁଥିଲା । କିନ୍ତୁ ବର୍ତ୍ତମାନ ଏହାର ବିପରୀତ ହୋଇଯାଇଛି । ନୂଆ ଜେନେରେସନ୍ ନୂଆ କାହାଣୀ ନେଇ ଆସୁଛି । ଲୋକଙ୍କୁ ନିଶ୍ଚୟ ପସନ୍ଦ ଆସିବ ।ଯେହେତୁ ଗୋଟେ ସତ୍ୟ ଘଟଣା ଉପରେ ଏହା ଆଦାରିତ ତେଣୁ ଲୋକଙ୍କୁ ଏହା ଅôଦକ ଆକୃଷ୍ଟ କରିପାରିଛି । ମୁଁ କାନ୍ଦିନି .. ଆଗକୁ ଦେଖିବା …..

Advertisement

Leave a Reply

Your email address will not be published. Required fields are marked *