Pratidin TV

Odisha's Digital News Platform

ବଢୁଛି ଓଲିଉଡ୍ ଷ୍ଟାର କଳି ; ଅନୁଭବଙ୍କୁ ଓ ଅରିନ୍ଦମଙ୍କୁ କଡା ଜବାବ୍ ଦେଲେ ମନୋଜ୍ …

1 min read

ଭୁବନେଶ୍ୱର ; ବଢୁଛି କଳାକାରଙ୍କ କଳି । କାରଣ ନିକଟରେ ରାମ ଫିଲ୍ମକୁ ନେଇ ଚାଲିଥିବା ଫାଇଟ୍‌ରେ ଅନୁଭବ ମହାନ୍ତି ଏକ ଭିଡିଓ ପୋଷ୍ଟ କରି ସୋସିଆଲ ମିଡିଆରେ ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି । ଗତକାଲି ୟୁସିସିସି ଆଗରେ ଯେଉଁ ଅଭିଯୋଗ ରଖିଥିଲେ ଅଭିନେତା ଅରିନ୍ଦମ ରାଏ, ସେହି କଥାକୁ ସପୋର୍ଟ କରି ଭିଡିଓରେ ଦୋହରାଇଛନ୍ତି ଅନୁଭବ । ଆଉ ସେ କହିଛନ୍ତି ଯେ ମନୋଜ୍ ମିଶ୍ର ଓଲିଉଡ୍ ଷ୍ଟାର ମାନଙ୍କ ଭିତରେ ଫାଟ ସୃଷ୍ଟି କରୁଛନ୍ତି । ତେବେ ଏସବୁ ସୋସିଆଲ ମିଡିଆ ଫାଇଟରେ ମନୋଜ୍ ମିଶ୍ର କଡା ଜବାବ୍ ରଖିଛନ୍ତି । ତେବେ ଏସବୁ ମାମଲାକୁ ଜିତୁ ମଙ୍ଗରାଜ୍ ନିଆଁରେ ଘିଅ ଢାଳିବା କାମ କରୁଛନ୍ତି ବୋଲି କହିଛନ୍ତି ମନୋଜ୍ ।

Advertisement

Leave a Reply

Your email address will not be published. Required fields are marked *