Pratidin TV

Odisha's Digital News Platform

ଦଶହରାରେ ବଦଳିବ ଏହି ୪ଟି ରଶିର ଭାଗ୍ୟ, କରନ୍ତୁ ଏପରି ଉପାୟ…

1 min read

ଆଜି ହେଉଛି ପବିତ୍ର ବିଜୟା ଦଶମୀ ବା ଦଶହରା । ଏହି ଦିନରେ ମା ଦୁର୍ଗା ମହିଷାସୁର କୁ ବଦ୍ଧ କରି ସଂସାରକୁ ରକ୍ଷା କରିଥରଲେ । ସେହିପରି ଭଗବାନ ଶ୍ରୀରାମ ମଧ୍ୟ ପତ୍ନୀ ସିତାଙ୍କୁ ରକ୍ଷା କରିବାକୁ ଯାଇ ରାବଣକୁ ମାରିଥିଲେ । ତେବେ ପ୍ରତିବର୍ଷ ମା ଦୁର୍ଗା ଧରାପୃଷ୍ଠରେ ଅବହତରଣ କରି ପାପର ବିନାଶ କରିତାନ୍ତି । ଏବଂ ନିଜ ଭକ୍ତ ମାନଙ୍କୁ ରକ୍ଷା କରିଥାନ୍ତି । ନବରାତ୍ରୀର ନ ଦିନରେ ମା’ଙ୍କ ଉପାସନା କରୁଥିବା ଭକ୍ତି ଅର୍ଶିବାଦ ଲାଭ କରି ଅନେକ ସୁଖପ୍ରାପ୍ତି କରିଥାଏ । ତେବେ ଆଜି ବିଜୟା ଦଶମୀ ହେଉଁଛି ଏଭଳି ଏକ ଦିନ ଯେଉଁଦିନରେ ଏପରି କିଛି ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ରାଶି ଅନୁସାରେ, ଉପାୟ କଲେ ବର୍ଷାସାରା ଆପଣଙ୍କୁ ଧନର ଅଭାବ ରହିବନି । ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।
ରାଶି ଅନୁସାରେ ଦଶହରାରେ କରନ୍ତୁ ଏହି ସବୁ ଉପାୟ :
ମେଷ: ଦଶହରା ଦିନ ମାଆ ଦୁର୍ଗା ଓ ଭଗବାନ୍ ହନୁମାନଙ୍କ ପାଖରେ ଦୀପ ଜାଳନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଆତ୍ମ ବିଶ୍ୱାସ ବଢିବ । ଏବଂ କ୍ୟାରିୟରରେ ସଫଳତା ଫାଇବେ । ଘରୁ ଅଶାନ୍ତି ଦୂର ହେବ । ଏବଂ ଦୀର୍ଘ ଦିନର ସମସୟାରୁ ମୁକ୍ତି ପାଇବେ ।
ବୃଷ: ଏହି ରାଶିର ଲୋକମାନେ ଦଶହରା ଦିନ ରାମଚରିତ ମାନସ ପାଠ କରିବା ଦ୍ୱାରା ସେମାନଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହେବା । ଏବଂ ଆର୍ôଥକ ସ୍ଥିତି ମଜବୁତ୍ ହେବା ସହ ବ୍ୟବସାୟ ବଢିବ । କାରଣ ଲଙ୍କା ଜୟ କରିବାକୁ ପ୍ରଭୁ ଶ୍ରୀରାମ ମା’ଦୁର୍ଗାଙ୍କ ଶରଣାପର୍ଣ୍ଣ ହୋଇଥିଲେ । ଯେଉଁଥିପାଇଁ ସେ ଲଙ୍କା ଜୟ କରିଥିଲେ ।
ମିଥୁନ: ଯଦି ଆପଣ କ୍ୟାରିୟରରେ ସଫଳତା ପାଇବାକୁ ଚାହୁଁଛନ୍ତି । ତେବେ, ଆପଣ ଦୁର୍ଗାମାଆଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କ କ୍ୟାରିୟରରେ କିଭଳି ପରିବର୍ତ୍ତନ ହେବ । କାରଣ ପଦ୍ମ ଫୁଲ ପ୍ରତି ମା’ଙ୍କର ବହୁତ ଶ୍ରଦ୍ଧା ରହିଥାଏ ।
କର୍କଟ: ଦଶହରା ଦିନ ପଞ୍ଚମୁଖି ହନୁମାନଙ୍କ ପାଖରେ କଦଳୀ ଭୋଗ ଲଗାନ୍ତୁ । ଏବଂ ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ ଦେଖିବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଧିରେ ଧିରେ ଉଭେଇ ଯିବ । ଏବଂ ଘରେ ଧନ ସମ୍ପତ୍ତି ମାଡି଼ଯିବ ।

Advertisement

Leave a Reply

Your email address will not be published. Required fields are marked *