Pratidin TV

Odisha's Digital News Platform

ଧମାକାଦାର ଅଫର : ମାତ୍ର ୭୬ ଟଙ୍କାରେ ପାଇପାରିବେ ଆଇଫୋନ୍ , ଜାଣନ୍ତୁ କେମିତି ପାଇବେ ଫୋନ୍ ..

1 min read

ଆଇଫୋନ ଧରିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ଆଇଫୋନ ଧରିବା ସ୍ୱପ୍ନ ପରିକା । ହେଲେ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛି ସିସ୍ଟରସ ମୋବାଇଲ । ଖୁବ୍ କମ୍ ଦାମରେ ଶସ୍ତାରେ ଧରିପାରିବେ ଫୋନ୍ । ଆପଣ ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମାତ୍ର ୭୬ ଟଙ୍କାରେ ଆପଣ ପାଇବେ ଆଇଫୋନ୍ । ଏକଥା ଆପଣ ବିଶ୍ୱାସ କରିପାରୁନଥିଲେ । ହେଲେ ଏହା ବାସ୍ତବ । ଏବେ ସିସ୍ଟରସ ମୋବାଇଲ ଆଣିଛି ଧମାକାଦାର ଅଫର ମାତ୍ର ୭୬ ଟଙ୍କାରେ ମିଳୁଛି ଆଇଫୋନ୍ । ତେବେ ଏହା କେତେଦୁର ସତ ଏବଂ କେମିତି ୭୬ ଟଙ୍କା ଦେଇ ପାଇ ପାରିବେ ଆଇଫୋନ୍ । ସମସ୍ତ ବିବରଣୀ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ …

Advertisement

Leave a Reply

Your email address will not be published. Required fields are marked *