Pratidin TV

Odisha's Digital News Platform

ମୋଦୀ କରିଛନ୍ତି ବିଗ୍ ପ୍ଲାନ୍ , ନିଶ୍ଚୟ ମିଶିବ ଦୁଇ ଶତ୍ରୁଦେଶ , ସ୍ଥାପନ କରିବ ନୂଆ ବନ୍ଧୁତ୍ୱ ।

1 min read

ଋଷ୍‌-ୟୁକ୍ରେନର ଭୟଙ୍କର ଯୁଦ୍ଧ ଡାକରା ଭିତରେ ମୋଦୀ ରଚିଲେ ବିଗ୍ ପ୍ଲାନ୍ । ଖୁବ୍ ଶୀଘ୍ର ହେବ ପରିବର୍ତ୍ତନ । ଯେଉଁଠି ଆସି ନିଆଁ ଜଳୁଛି ସେଠି ଦିନେ ବନ୍ଧୁତ୍ୱର ଫୁଲ ବର୍ଷା ହେବ । ୟୁକ୍ରେନ୍ –ଋଷ୍ ପାଇଁ ମଧ୍ୟସ୍ତ୍ରୀ ସାଜି ହାପି ଏଣ୍ଡିଙ୍ଗ୍ କରିବେ ଭାରତର ପ୍ରଧାନମନ୍ତ୍ରୀ । ପ୍ରଥମେ ଋଷିଆ ଆଉ ଏବେ ୟୁକ୍ରେନ୍ ଯାଇ ମୋଦୀ ବଢାଇଛନ୍ତି ବନ୍ଧୁତ୍ୱର ହାତ । ଦୁଇ ଦେଶ ମଧ୍ୟରେ ପୁଣି ଥରେ ଶାନ୍ତିର ସ୍ଥାପନା ପାଇଁ ଏଭଳି ଅଭିନବ ଚେଷ୍ଟା ଚଳାଇଛନ୍ତି ମୋଦୀ । କାହିଁକି ନା ଦୁଇ ଦେଶର ଲଢେଇରେ ପୁରା ବିଶ୍ୱକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏଭଳି ସ୍ଥିତିରେ ବିଗ୍ ହିରୋ ସାଜି ଆଗକୁ ବାହାରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ପୁଟିନ୍ ଏବଂ ଜେନେଲସ୍କିଙ୍କ ସହ ସମାନ ଢଙ୍ଗରେ ଫଟୋ ଉଠାଇ ମୋଦୀ ନିଜ ବିଗ୍ ପ୍ଲାନର ଆରମ୍ଭ କରିଦେଇଥିବା ଜଣାପଡୁଛି ।

ଏନେଇ ଜେନେଲସ୍କି ନିଜ ମତ ରଖ କହିଛନ୍ତି ଯେ ଭାରର ପ୍ରଭାବ ବୋହୁତ ବଡ । ଏବଂ ମୋଦୀ ପୁଟୀନଙ୍କୁ ଅଟକାଇ ତାଙ୍କ ଅର୍ଥନୀତିକୁ ବନ୍ଦ କରିପାରିବେ । ଆଉ ପୁଟୀନଙ୍କୁ ତାଙ୍କ ଠିକ୍ ସ୍ଥାନ ଦେଖାଇପାରିବେ । ତେବେ ଜେନେଲସ୍କି ଏହା ମଧ୍ୟ ଆଶା ରଖିଛନ୍ତି ଯେ ଦ୍ୱନ୍ଦରେ ପଡିଥିବା ଅଞ୍ଚଳରେ ଶାନ୍ତି ଆଣିବାରେ ଭାରତର ଭୂମିକା ରହିଛି । ମୋଦୀ ହିଁ ହେଉଛନ୍ତି ବିବାଦର ଏକ ସମାଧାନ ।

ଜେନେଲସ୍କି ଆଉ ମଧ୍ୟ କହିଛନ୍ତି ଯେ ପୁଟିନ୍ ମୋଦୀଙ୍କ ଭଳି ଶାନ୍ତି ଚାହୁନାହାନ୍ତି । ମୁଁ ଜାଣେ ନାହିଁ ସେମାନେ ଯେତେବେଳେ ବୈଠକ କରିଥିଲେ କେଉଁ ବିଷୟରେ ଆଲୋଚନା କରିଥିଲେ । କିନ୍ତୁ ଚଳିତଥି ମୁଁ ମୋଦୀଙ୍କୁ କହିଛି ଦେଶକୁ ତଥା ବିଶ୍ୱକୁ ଶାନ୍ତି ଫେରାଇ ଆଣିବା ପାଇଁ । ୟୁକ୍ରେନର ରାଷ୍ଟ୍ରପତି ଆଉ ମଧ୍ୟ କହିଛନ୍ତି ଯେ ଭାରତ ଏକ ବହୁ ବଡ ଦେଶ ଆଉ ଏବଂ ଋଷିଆର ଅର୍ଥନିତି ଉପରେ ଭାରତର ବହୁତ ପ୍ରଭାବ ରହିଛି । ଯଦି ଭାରତ ତୈଳକ୍ରୟ କମାଇଦିଏ ତେବେ ଋଷିଆ ବହୁ ବଡ କ୍ଷତି ସହିବ।

Leave a Reply

Your email address will not be published. Required fields are marked *