Pratidin TV

Odisha's Digital News Platform

ପରିବର୍ତ୍ତନର ଲହରୀ ଆସିଛି , ରାହୁଲଙ୍କ ପଦଯାତ୍ରା ଓଡିଶାରେ ପ୍ରଭାବ ପକାଇଛି ।

ଦୀର୍ଘଦିନ ପରେ ବଡ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରେସିଡେଣ୍ଟ ସରତ୍ ପଟ୍ଟନାୟକ । କଂଗ୍ରେସର ଲହରୀ ଆସିଛି ମାତ୍ର ଆଗକୁ ବହୁ ପରିବର୍ତ୍ତନ ହେବ । କାଶ୍ମୀରରୁ କନ୍ୟାକୁମାରୀ ଆଉ ଭାରତ ଯୋଡ ପଦଯାତ୍ରାର ପ୍ରଭାବ ଓଡିଶାରେ ନୁହେଁ ପୁରା ଦେଶରେ ପଡିଛି । କଂଗ୍ରେସର ସଂଖ୍ୟା ଗରିଷ୍ଠାତା ସବୁ ବୋରୋଧୀଙ୍କୁ ଉତ୍ତର ଦେଇଛି ।

Leave a Reply

Your email address will not be published. Required fields are marked *