Pratidin TV

Odisha's Digital News Platform

(video) ବିଦେଶରୁ ଆସିଲା ଅର୍ଡର , କାର ଖାନାକୁ ଆଉ କେହି ଅଟକାଇ ପାରିବେନି ।

ଭୁବନେଶ୍ୱର ; ଯେତେ ଷଡଯନ୍ତ୍ର ଚକ୍ରାନ୍ତ କଲେ ବି ଆଉ କାରଖାନକୁ ବନ୍ଦ କରିପାରିବେନି କେହି । ଏମିତି ଆମେ କହିନାହିଁ ବରଂ ଭୁବନେଶ୍ୱରର ଚର୍ଚ୍ଚିତ ଦୁଇ ବୋହୂ ତଥା କାର ଖାନା ମାଲିକିଆଣି ନେହା ଓ ରଶ୍ମିତା କହିଛନ୍ତି । ଏବେ ବିଦେଶରୁ କାରଖାନାକୁ ଅର୍ଡର ଆସିଛି , ଆମ ପିଠା ଆଉ ଖାଇବା ଏବେ ବିଦେଶରେ ପହଞ୍ଚିବ । ଯିଏ ଯେତେ ଲାଗିଲେ ବି ଆମ ପଛରେ କାର ଖାନା ପୁଣି ଖୋଲିବ ଆଉ ଲୋକଙ୍କୁ ଖାଇବା ବାଣ୍ଟିବ ।

Leave a Reply

Your email address will not be published. Required fields are marked *