Pratidin TV

Odisha's Digital News Platform

OSRTC ବସ୍‌ ଧକ୍କାରେ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ ଚୁରମାର

1 min read

ବୌଦ୍ଧ ଜିଲ୍ଲା ୫୭ ନମ୍ୱର୍ ଜାତୀୟ ରାଜପଥ ର ବୌଦ୍ଧ ଫିସୋରି ଅଫିସ୍ ସମ୍ମୁଖରେ ରେ ମଧ୍ୟ ରାତ୍ରୀ ରେ ପାର୍କିଂ ରେ ଥିଡ଼ା ହୋଇଥିବା ଦୁଇ ଟି ବୋଲେର ପିକପ୍ କୁ ଧକ୍କା ଦେଲା ଯାତ୍ରୀ ବାହି OSRTC ବସ୍ । ବସ୍ ଟି ଭୁବନେଶ୍ୱର ରୁ ଭବାନୀପାଟଣା କୁ ୪୦ ଜଣ ଯାତ୍ରୀ କୁ ନେଇ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ପାର୍କିଂ ରେ ଠୀଡ଼ା ହେଇଥିବା ଗାଡ଼ି କୁ ଧକ୍କା ଦେଇ ଥିଲା ବସ ରେ ଥିବା ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୪୦ ଯାତ୍ରୀ । ଆହତ ମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି ଏହି ଦୁର୍ଘଟନା ଟି ଘଟାଇଥିବା OSRTC ବସ ଡ୍ରାଇଭର ଘଟଣା ସ୍ଥଳରୁ ଗାଡ଼ି ଛାଡି ଫେରାର ମାରିଥିବା ସୂଚନା ମିଳିଛି।

ପିକ୍‌ଅପ୍‌ ଭ୍ୟାନ୍‌କୁ ପିଟିଲା OSRTC ବସ୍‌ | ବୌଦ୍ଧ ଜିଲ୍ଲା ୫୭ ନମ୍ୱର୍ ଜାତୀୟ ରାଜପଥ ର ବୌଦ୍ଧ ଫିସୋରି ଅଫିସ୍ ସମ୍ମୁଖରେ ଘଟିଛି ଏହି ଅଘଟଣ | ଗତକାଲି ରାତିରେ ଥୁଆ ହୋଇଥିବା ୨ଟି ପିକ୍‌ଅପ୍‌କୁ ଧକ୍କା ଦେଇଛି ଯାତ୍ରୀବାହୀ OSRTC ବସ୍‌ | ବସ୍‌ ଟି ଭୁବନେଶ୍ୱରରୁ ଭବାନୀପାଟଣାକୁ ଯାଉଥିବା କୁ ୪୦ ଜଣ ଯାତ୍ରୀ କୁ ନେଇ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ପାର୍କିଂ ରେ ଠିଆ ହେଇଥିବା ଗାଡ଼ି କୁ ଧକ୍କା ଦେଇଥିଲା | ଫଳରେ ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୪୦ ଯାତ୍ରୀ । ଆହତ ମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି ଏହି ଦୁର୍ଘଟଣାଟି ଘଟାଇଥିବା OSRTC ବସ ଡ୍ରାଇଭର ଘଟଣା ସ୍ଥଳରୁ ଗାଡ଼ି ଛାଡି ଫେରାର ମାରିଥିବା ସୂଚନା ମିଳିଛି। ପ୍ରାଥମିକ ଚିକିତ୍ସା ପରେ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲି ଯାଇଥିବା ଜଣାଯାଇଛି। ତେବେ ସବୁ ବଡ କଥା ହେଉଛି, ଏହି ଘଟଣାଟି ଘଟାଇଥିବା OSRTC ବସ ଡ୍ରାଇଭର ଘଟଣାସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *