Pratidin TV

Odisha's Digital News Platform

ମନ୍ମଥ ମୁଣ୍ଡ ଉପରେ ପାଣ୍ଡିଆନଙ୍କ ହାତ ଅଛି , ସେ ଜିତିବା ସୁନିଶ୍ଚିତ –ସୁର ରାଉତରାୟ

1 min read

କଂଗ୍ରେସମ୍ୟାନ୍ ସୁରଙ୍କୁ ନେଇ ଏବେ ରାଜନୀତିରେ ଚର୍ଚ୍ଚା ଜୋର । ଗୋଟେ ପଟେ କଂଗ୍ରେସ ସୁରଙ୍କୁ ୬ ବର୍ଷ ଯାଏଁ ସସ୍‌ପେଣ୍ଡ କରିଥିବା ବେଳେ , ସୁରଙ୍କ ସହ ଦଳରେ ଅନ୍ୟାୟ ହୋଇଛି । ସେ ସର୍ବଦା କଂଗ୍ରେସ ମ୍ୟାନ୍ ହୋଇ ରହିବେ ବୋଲି କହିଛନ୍ତି । ପୁଅ ମନ୍ମଥ ବିଜେଡିରେ ଛିଡା ହୋଇଛନ୍‌ତି କିନ୍ତୁ ସୁର ବିଜେଡି ପତକା କିମ୍ବା ବିଜେଡି ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରେଇ ରହୁଥିବା କହିଛନ୍ତି । କିନ୍ତୁ ଏସବୁ ଭିତରେ ସେସୁପ୍ରିମୋ ନବୀନ ତଥା ୫ଟି ପାଣ୍ଡିଆନଙ୍କ ଅନେକ ପ୍ରଶଂସା କରୁଥିବାର ନଜର ଆସିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *