Pratidin TV

Odisha's Digital News Platform

ବାରବାଟୀ ଛକର ଭୟଙ୍କର ଦୁର୍ଘଟଣାର ଛାତିଥରା ଦୃଶ୍ୟ ବଖାଣିଲେ ଯାତ୍ରୀ ।

1 min read

ଯାଜପୁର ଏନ୍ଏଚ୍-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ରୁ ତଳକୁ ଖସି ପଡ଼ିଛି ଗୋଟିଏ ଯାତ୍ରୀବାହୀ ବସ୍। ବସ୍ଟି ପୁରୀରୁ ଭୋର ୪ ଟାରେ ବାହାରିଥିଲା । ଯାତ୍ରୀମାନଙ୍କୁ ନେଇ ବସଟି ହଳଦିଆ ଯିବାର ଥିଲା । ଏଥିରେ ପ୍ରାୟ ୫୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ , ବସ୍‌ଟି ନିଜ ନିୟନ୍ତ୍ରଣ ହରାଇ ବ୍ରିଜ୍ ଉପରୁ ତଳକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସଡିଏମଓ ସୂଚନା ଦେଇଛନ୍ତି।

ତେବେ ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିବା ଯାତ୍ରୀ ଦୁର୍ଘଟଣା ସମୟର ସେହି କରାଳ ଦୃଶ୍ୟକୁ ବଖାଣିଛନ୍ତି । ଯାହା ଅତ୍ୟନ୍ତ ଭୟଙ୍କର ଥିଲା ।

Advertisement

Leave a Reply

Your email address will not be published. Required fields are marked *