Pratidin TV

Odisha's Digital News Platform

ସାମ୍ବାଦିକଙ୍କୁ ମିଳିବ ପେନସନ୍ ଓ ସ୍ୱାସ୍ଥ୍ୟବିମା – ଜର୍ଣ୍ଣାଲିଷ୍ଟ ପ୍ରଶନ୍ନ ମହାନ୍ତି ।

ରାଜ୍ୟ ବଜେଟ୍ ୨୦୨୪ କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ ଦଳ । ମୁଖ୍ୟମନ୍ତ୍ରୀଙ୍କୁ ବଜେଟ୍ ପାଇଁ ଶୁଭେଚ୍ଛା ଜଣାଇ , ସାମ୍ବାଦିକଙ୍କ ଦୁଃଖ ଜଣାଇଥିଲେ । ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବିମା ଏବା ପେନସନ୍ ଡିମାଣ୍ଡ କରିଛନ୍ତି ଦଳ । ଭାରତରେ ୧୭ ରୁ ଅଧିକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସନ୍ ମିଳୂଛି ତେଣୁ ଓଡିଶାରେ ମଧ୍ୟ ସାମ୍ବାଦିକଙ୍କ ପାଇଁ ଏଭଳି ଯୋଜନା ହେବା ଦରକାର । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଚାରକୁ ନେଇ ସପ୍ଲିମେଣ୍ଟାରି ବଜେଟ୍‌ରେ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *