ବିଧାୟକଙ୍କ ମୁହଁରୁ ଇଂରାଜୀ ଭାଷଣ ଶୁଣି ବାଲିଯାତ୍ରା ପଡିଆରେ ଲୋକେ ତାଜୁବ , ଏମିତି କଣ କହିଦେଲେ ପ୍ରକାଶ ସେଠୀ ?
1 min readଚାଲିଛି ଓଡିଶାର ବଡ ପର୍ବ ବାଲିଯାତ୍ରା । ଏହାରି ଭିତରେ ବାଲିଯାତ୍ରାରୁ ଏକ ଭିଡିଓ ଏବେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି କଟକ ସଦର ବିଧାୟକ ପ୍ରକାଶ ସେଠୀ ଙ୍କ ଇଂରାଜୀ ଭାଷଣ। ଗତକାଲି ଅନୁଷ୍ଠିତ କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଙ୍କ ଇଂରାଜୀ ଭାଷଣ ଶୁଣି ପୁରା ବାଲିଯାତ୍ରା ପଡିଆ ସ୍ତବ୍ଧ ହୋଇଯାଇଥିଲା । ଏମିତି ଇଂରାଜୀରେ କଣ ଗପିଦେଲେ ବିଧାୟକ ଯାହାକୁ ଶୁଣି ସେଠାରେ ମୁର୍ଖ ତ ମୁର୍ଖ ଜ୍ଞାନୀ, ମାନୀ ଲୋକ ମାନେ ମନ ତାଜୁବ ହୋଇଯାଇଥିଲେ ….