Pratidin TV

Odisha's Digital News Platform

ଲୋକମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ସାଜିଛନ୍ତି ମୋହନ ମାଝୀ , BJD ର MLA ଲାଇନ୍ ଲଗାଇଛନ୍ତି BJP ରେ ମିଶିବାକୁ !

1 min read

ଲୋକମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି ମୋହନମାଝୀ । ଲୋକଙ୍କ ସହ ମିଶି ଲୋକଙ୍କ ଦୁଃଖ ଶୁଣୁଛନ୍ତି । ସାଧାରଣ ମଣିଷ ଭଳି ଲୋକମାନଙ୍କ ଘରେ ବସି ଭୋଜନ ଗ୍ରହଣ କରୁଛନ୍ତି । ଆଉ ମୋହନ ମାଝୀଙ୍କ ଏହିସବୁ କାର୍ଯ୍ୟ ତାଙ୍କୁ ସବୁଠୁ ଭିନ୍ନ ଆଉ ସଭିଙ୍କ ପ୍ରିୟ ବନାଇଛି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଡରୁଥିଲେ କିନ୍ତୁ ବର୍ତ୍ତମାନ ନୂଆ ସରକାର ୧୦୦ ଦିନ ପୂର୍ତ୍ତି ରେ ଜଣାପଡିଛି ଯେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲପାଇବା କେତେ ?

Advertisement

Leave a Reply

Your email address will not be published. Required fields are marked *