Pratidin TV

Odisha's Digital News Platform

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି କଳାକାର ନେହା ଲକ୍ଷ୍ମୀ….. ସୋସିଆଲ ମିଡିଆରେ ଘୁରିବୁଲୁଛି ଅଭିନେତ୍ରୀଙ୍କ ବିବାହ ସମୟର ୨ ଲୁକ

1 min read

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଇଶକବାଜ ଅଭିନେତ୍ରୀ ନେହା ଲକ୍ଷ୍ମୀ | ନେହା ଲକ୍ଷ୍ମୀ ଆୟର ଏବଂ ରୁଦ୍ରଶ ଜୋଶି ଆଜି ପ୍ରେମ ସମ୍ପର୍କକୁ ସଫଳ କରାଇଛନ୍ତି | ଫେବୃଆରୀ ୨୬, ୨୦୨୪ ରେ ମୁମ୍ବାଇରେ ଏକ ସୁନ୍ଦର ବିବାହ ରୀତିନୀତିରେ ସେମାନଙ୍କ ଦାମ୍ପତ୍ୟ ଜୀବନର ଆରମ୍ଭ କରିଛନ୍ତି | ତାଙ୍କ ବିବାହର ପୋଷାକ ପରସ୍ପରକୁ ସମ୍ପନ୍ନ କରିଥିଲା , ସେମାନଙ୍କର ହସ ସେମାନଙ୍କ ଚେହେରାକୁ ଆହୁରି ଆକର୍ଷଣୀୟ କରିଥିଲା |ନେହା ଲକ୍ଷ୍ମୀ ଆୟରଙ୍କ ସଇସିଆଲ ମିଡିଆ ଆକାଉଣ୍ଟରେ ଅନେକ ଭିଡ଼ିଓ ଫଟୋ ସେଆର କରିଥିବାର ନଜର ଆସିଛି | ଯେଉଁଥିରେ ଦୁହେଁ ବହୁତ ଖୁସି ଥିବାର ଦେଖାଯାଉଛନ୍ତ୍ତି |

ବିବାହରେ ନେହାଙ୍କୁ ଏକ ସୁନ୍ଦର ଲୁକରେ ଦେଖିବକୁ ମିଳିଥିଲା | ସେ ଭିତଙ୍କ ବିବାହ ପାଇଁ ୨ଟି ଲୁକ ନେଇଥିଲେ | ପ୍ରଥମ ଲୁକରେ ନୀଳ ରଙ୍ଗର ଶାଢ଼ୀ ଓ ଦ୍ୱିତୀୟ ଲୁକରେ ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା |

Advertisement

ଅଭିନେତ୍ରୀ ନେହା ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟୋରିର ଭିଡ଼ିଓ ସାମ୍ନାକୁ ଆସିଥିଲା | ପ୍ରଥମ ଲୁକରେ ସେ ଯେଉଁଥିରେ ତାଙ୍କ ବରମାଳା ଝଲକ ଦେଖିବାକୁ ମିଳିଥିଲା | ସେହି ସମୟରେ ସେ ଏକ ନୀଳ ରଙ୍ଗର ରେଶମ ଶାଢ଼ୀ ପିନ୍ଧିଥିବାର ଦେଖିବସକୁ ମିଳିଥିଲା | ଏବଂ ତାଙ୍କ ଖୁସି ମଧ୍ୟ ବହୁତ ବଦେଖିବାକୁ ମିଳିଥିଲା |

ଏହାପରେ ନେହା ଲକ୍ଷ୍ମୀ ଆୟାରଙ୍କ ସାତପହଁରାର ଭିଡ଼ିଓ ଦେଖିବାକୁ ମିଳିଥିଲା | ଅଭିନେତ୍ରୀ ଏହି ସମୟରେ ତାଙ୍କର ଦ୍ୱିତୀୟ ଲୁକ ଦେଖିବାକୁ ନଜର ଆସିଥିଲା | ଏହି ସମୟରେ ତାଙ୍କର ବିବାହ ଶାଢୀ ବଦଳାଇଥିଲେ | ସେ ଏକ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲେ | ଯେଉଁଥିରେ ସେ ବହୁତ ଖୁବ ସୁନ୍ଦର ଦେଖିବାର ନଜର ଆସିଥିଲା | ଭାରି ଅଳଙ୍କାର ଓ ମେକଅପ ସହ ତାଙ୍କର ଲୁକ ସମ୍ପୂର୍ଣ ହେଉଥିଲା | ଏବେ ତାଙ୍କ ଦୁହିଁଙ୍କ ଫଟୋ ଓ ଭିଡ଼ିଓ ସୋସିଆଲ ଘୁରିବୁଲୁଛି |

Leave a Reply

Your email address will not be published. Required fields are marked *