Pratidin TV

Odisha's Digital News Platform

ଅଭିଯୁକ୍ତ ଘନିଆକୁ ବାନ୍ଧିଲା ପୋଲିସ , ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ କରିଥିଲା ନିର୍ମମ ହତ୍ୟା …

1 min read

ଭୁବନେଶ୍ୱର ; ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ଭାବେ ତଣ୍ଟି କାଟିଥିବା ଅଭିଯୁକ୍ତ ଘନିଆ ଦାସ କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଜଘନ୍ୟ ଅପରାଧ ଘଟାଇ ଘରୁ ଫେରାର୍ ହୋଇଯାଇଥିଲା ଘନିଆ । ଚେନ୍ନାଇ ଯିବା ପାଇଁ ଟ୍ରେନ ରେ ଟିକେଟ କାଟିବା ପାଇଁ ଯାଇଥିବା ବେଳେ ଆଜି ମାଡ଼ି ବସିଥିଲା ପୋଲିସ । ଗତକାଲି ଏୟାରଫିଲଡ଼ ଥାନା ଅଧିନ କେଳା ବସ୍ତି ର ୪ ବର୍ଷର ଶିଶିକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀ ରେ ଗଳା କାଟି ହତ୍ୟା କରିଥିଲା ଘନିଆ ।

Advertisement

Leave a Reply

Your email address will not be published. Required fields are marked *