ଓଡିଶା ଲୋକ ପୁରା ସୁସ୍ଥିୟା ହୋଇଗଲେଣି । ଆଉ କିଛି ଚାଷ କରୁନାହନ୍ତି । ରାଜ୍ୟର ଭରଣପୋଷଣ , ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ପଶ୍ଚିମବଙ୍ଗରୁ -ଆଳୁ , ନାଶିକରୁ-ପିଆଜ , କର୍ଣ୍ଣାଟକରୁ-କୋବି , ଭେଣ୍ଡି,ଗାଜର ଇତ୍ୟାଦି ଆଣୁଛନ୍ତି । ଏବେ ଗାଁରେ ଶାଗ ବି ମିଳୁନାହିଁ …୨ ଟଙ୍କିଆ ଚାଉଳ ପାଇ, ନିଶାରେ ବୁଢିଲେଣି ଓଡିଶାବାସୀ ।