Pratidin TV

Odisha's Digital News Platform

ଚାଷି ଘର ପିଲା ଆମେ , ଜମିକୁ ପାଣି ନିଶ୍ଚୟ ଆଣିବା କହି କାନ୍ଦିଲେ ପ୍ରଦୀପ ମାଝୀ ।

1 min read

ଆଜି ପାମ୍ପଡାହାଣ୍ଡି ମାଟିରେ ଭାଷଣ ଆରମ୍ଭ କରି କାନ୍ଦିଲେ ପ୍ରଦୀପ ମାଝୀ । କହିଲେ ଏହି ମାଟି ସ୍ୱାଧୀନ ପୂର୍ବରୁ କେତେ ରକ୍ତ ବୁହାଇବାର ଦେଖିଚି । ପ୍ରଥମେ ମହାତ୍ମାଗାନ୍ଧି ଆମକୁ ସ୍ୱାଧୀନତା ଦେଇଥିଲେ କିନ୍ତୁ ବିଜୁ ବାବୁ ଆଉ ନବୀନ ବାବୁ ଆମକୁ ସ୍ୱାଧୀନ ଭାବେ ବଞ୍ଚିବା ଶିଖାଇଛନ୍ତି । ସେ ପୁଣି କହିଥିଲେ ଆମେ ଚାଷିଘର ପିଲା କିନ୍ତୁ ଆମ ପିଲାଙ୍କୁ ଆଇଏସ୍ ଆଇପିଏସ୍ କରିବା । ବିଜୁସ୍ୱାସ୍ଥ୍ୟ କାର୍ଡ,ପିଚୁ ସଡକ , ସ୍କୁଲ , ଭର୍ତ୍ତା ଭଳି ସବୁ ସୁବିଧା ବିଜୁ ଜନତା ଦଳ କରିଛି ବୋଲି କହି ଆଜି ନବରଙ୍ଗପୁରରେ ରଣହୁଙ୍କାର ଦେଇଛନ୍ତି ପ୍ରଦିପ ମାଝୀ ।

Advertisement

Leave a Reply

Your email address will not be published. Required fields are marked *