Pratidin TV

Odisha's Digital News Platform

(ଭିଡିଓ)‘ମୋ ମୁଣ୍ଡରେ ଜଗାର ହାତ ଅଛି’ – ପ୍ରକୃତି

1 min read

ଭୁବନେଶ୍ୱର : ପତି-ପତ୍ନୀ-ପ୍ରକୃତି ବିବାଦ ପରେ ପୁଣି ମୁହଁ ଖୋଲିଲେ ପ୍ରକୃତି ।ନିଜ ରାସ୍ତାରେ ଆଗକୁ ବଢିଛନ୍ତି ସେ । ତାଙ୍କର ଅପକମିଙ୍ଗ ଫିଲ୍ମ ‘କଫିସପ୍‌’ର ମହୁରତ ରେ ଆସି କହିଲେ ଯେତେ ଝଡ-ଝଞ୍ଜା ମିଛ ଅପବାଦ ଆସୁ ମୁଁ ହାରମାନିବି ନାହିଁ । ମତେ କେହି ଅଟକେଇ ପାରିବେ ନାହିଁ, କଷ୍ଟ ସହି ମୁଁ ଶକ୍ତ ହୋଇଗଲିଣି । ଏବେ ମତେ ସଫଳତା ପାଖରେ ପହଞ୍ଚିବାରୁ କେହି ଅଟକେଇପାରିବେ ନାହିଁ । କଷ୍ଟ ଯନ୍ତ୍ରଣା ସହି ସହି ମୁଁ ଶକ୍ତ ହୋଇଗଲିଣି । ମତେ ସପୋର୍ଟ କରୁଥିବା ପ୍ରଶଂସକମାନଙ୍କୁ ଅନେକ ଅନେକ ଧନ୍ୟବାଦ । ଶୁଣନ୍ତୁ ତାପରେ କଣ କହିଲେ ପ୍ରକୃତି ।

Advertisement

Leave a Reply

Your email address will not be published. Required fields are marked *