Pratidin TV

Odisha's Digital News Platform

ରାଜେନ୍ଦ୍ର ସାହୁଙ୍କୁ ହରାଇ ଖୋର୍ଦ୍ଧାରେ ବାଜି ମାରିନେଲେ ପ୍ରଶାନ୍ତ ଜଗଦ୍ଦେବ …

1 min read

୨୦୨୪ ଲୋକସଭା ନିର୍ବାଚନ ପରେ ଆଜି ଚାଲିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ରାଜ୍ୟରେ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି ।

ତେବେ ଏହାରି ମଧ୍ୟରେ ଖୋର୍ଦ୍ଧାରେ ବାଜି ମାରିନେଲେ ବିଜେପି। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ପରାସ୍ତ କରି ଖୋର୍ଦ୍ଧାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହେଇଛନ୍ତି । ୬୨୦୬୬ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରେ ବିଜୟ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *