Pratidin TV

Odisha's Digital News Platform

ଆଳିରେ ବିଜେଡିର ବିଜୟ , ୧୯୫୫୪ ଭୋଟରେ ଜିତିଲେ ପ୍ରତାପ କେଶରୀ ଦେବ ।

ଆଳିରେ ବିଜେଡିର ବଡ ବିଜୟୀ । ଆଳି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମାଙ୍କୁ ହରାଇ ୧୯ ହଜାର ୫୫୪ ଖଣ୍ଡ ଭୋଟରେ ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ । ସୂଚନାଯୋଗ୍ୟ ଯେ, ପ୍ରତାପ ଦେବ ଲଗାତାର ଭାବେ ଆଳି ଆସନରୁ ବିଜୟୀ ହେଇ ଆସୁଛନ୍ତି । କେବଳ ୨୦୧୪ ମସିହାକୁ ଛାଡିଦେଲେ ୨୦୦୦ ମସିହାରୁ ସେ ଲଗାତାର ବିଜୟ ହେଇ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *