Pratidin TV

Odisha's Digital News Platform

ଅନୁଭବ ମହାନ୍ତି ଓ ଅଂଶୁମାନ ମହାନ୍ତିଙ୍କ ଭିତରେ ଆକାଶ ପାତଳ ଫରକ୍ – ପ୍ରତାପ କେଶରୀ ଦେବ ।

ଅନୁଭବ ଓ ଅଂଶୁମାନ ମହାନ୍ତି ଙ୍କ ଭିତରେ ଆକାଶ ପାତଳ ଫରକ୍ କହିଲେ ପ୍ରତାପ ଦେବ । ଅଂଶୁମାନ କେନ୍ଦ୍ରାପଡା ମାଟିର ପୁଅ ଆଉ ତାଙ୍କ ବାପା ନଳୀନି ମହାନ୍ତି ରାଜନଗରରେ ୭ ଥର ବିଧାୟକ ରହିସାରିଛନ୍ତି । ତାଙ୍କ ପୁଅ ମଧ୍ୟ ଥରେ ବିଧାୟକ ହୋଇଛନ୍ତି । ତେଣୁ ଅନୁଭବ ଆଉ ଅଶୁଂମାନ ଙ୍କ ମଧ୍ୟରେ ଫରକ୍ ଅଛି ।

Leave a Reply

Your email address will not be published. Required fields are marked *