Pratidin TV

Odisha's Digital News Platform

ପ୍ରତାପ ମାରିବେ ବାଜି , ଜିତିବେ ଗଡ ।

1 min read

ବାଲେଶ୍ୱର ନିର୍ବାଚନରେ ଛିଡିଯିବ ଲେଖାଶ୍ରୀଙ୍କ ଭାଗ୍ୟ ବାଜି ମାରିନେବେ ପ୍ରତାପ ଷଡଙ୍ଗୀ । ନନାଙ୍କ ଉପରେ ଫୁଲ୍ ଭରସା କରିଛନ୍ତି ଜନତା । କାରଣ ଏବେ ପ୍ରତାପ ଷଡଙ୍ଗୀଙ୍କ ସପକ୍ଷରେ ଆସୁଛି ବୁଥ୍ ବାହୁଡା ମତ ଯେଉଁ ମତ ଏବେ ବାଲେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀଙ୍କ ଚିନ୍ତା ବଢାଇଦେଇଛି କହିଲେ ଚଳେ । କାରଣ ପ୍ରଗତିବାଦିର ସର୍ଭେ ରିପୋର୍ଟ ଏବେ ସାମ୍ନାକୁ ଆସିଛି ଯେ ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀଙ୍କ ବହୁମତ ରହିଛି । ରେକର୍ଡ ମାର୍ଜିନ ହାସଲ କରିବେ ପ୍ରତାପ ଷଡଙ୍ଗୀ ।

Advertisement

Leave a Reply

Your email address will not be published. Required fields are marked *