Pratidin TV

Odisha's Digital News Platform

ପ୍ରତିଦିନ ଖବର କାଗଜର ବମ୍ପର ଅଫର ; ୧୨ ପୃଷ୍ଠାର ଦୈନିକ ଖବର କାଗଜ ପଢନ୍ତୁ ଆଉ ଉପହାର ଘରକୁ ନିଅନ୍ତୁ …..

1 min read

ଭୁବନେଶ୍ୱର ; ଓଡ଼ିଆ ଦୈନିକ ଖବର କାଗଜ ପ୍ରତିଦିନ ଆଣିଛି ନିଶ୍ଚୟ ଉପହାର ଯୋଜନା । ୧୨ ପୃଷ୍ଠାର ଦୌନିକ ଖବର କାଗଜ କିଣି ମାତ୍ର ୫ ଟଙ୍କାରେ ପଢନ୍ତୁ ମାସ ସାରା । ଆଉ ହକରଙ୍କୁ ଦିଅନ୍ତୁ ୧୫୦ ଟଙ୍କା ଏବଂ ମାସ ଶେଷରେ ଦୁଇଟି କୁପନ ଯାହା ଖବର କାଗଜ ଭିତରେ ହିଁ ପାଇବେ । ଏହାକୁ ସାଇତି ରଖନ୍ତୁ ଆଉ ଆମ ପ୍ରତିଦିନର ଉପହାର ଗାଡ଼ି କିମ୍ବା ଉପହାର କେନ୍ଦ୍ରରୁ ନେଇଯାଆନ୍ତୁ ମନଲାଖି ଉପହାର ଟିଏ । ଏହି ଉପହାର ଭିତରେ ପାଇ ପାରିବେ ବ୍ରାଣ୍ଡଡ଼େ ଖାଇବା ତେଲ ,ମସଲା, କୁଲା ,ଟିଫିନ୍ ବକ୍ସ ,ପ୍ଲାଷ୍ଟିକ୍ ଝୁଡ଼ି ,ପ୍ଲାଷ୍ଟିକ୍ ଡ଼ଷ୍ଟବିନ୍ , ଗ୍ଲାସ୍ ,ୱାଟର ବୋଟଲ ,ପ୍ଲାଷ୍ଟକ୍ ଟପ୍ ,ଓ ପ୍ଲାଷ୍ଟିକ୍ ଟୁଲ ଟିଏ । ତେବେ ଆପଣମାନେ ସାଇତି ରଖିଥିବା କୁପନ ୨ଟିକୁ ଦେଇ ନିଜ ପସନ୍ଦର ଏହି ସବୁ ଉପହାର ଭିତରୁ ଗୋଟିଏ ଉପହାର ନେଇପାରିବେ ।

‘ପ୍ରତିଦିନ’ର ଏହି ଯୋଜନା ବିଭିନ୍ନ ମାସରେ ଓଡିଶାର ବିଭିନ୍ନ ସହରରେ ଚାଲିବ । ଭୁବନେଶ୍ୱର,କଟକ,ବ୍ରହ୍ମପୁର,ପୁରୀ,ପାରାଦ୍ୱୀପ,କେନ୍ଦ୍ରାପଡା ,ସମ୍ବଲପୁର,ନୟାଗଡ,ବରଗଡ ଭଳି ଅନ୍ୟ ପ୍ରମୁଖ ସହର ଗୁଡିକରେ ମଧ୍ୟ ଏହି ସ୍କିମ୍ ପର୍ଯ୍ୟାୟକ୍ରମେ ଚାଲିବ ।

ସବିଶେଷ ବିବଣଣୀ ପାଇଁ ଭିଜିଟ୍ କରନ୍ତୁ କିମ୍ବା କଲ୍ କରନ୍ତୁ ଆମ ଅଫିସ୍ ନଂ କୁ -୭୦୭୭୭୩୩୮୪୨ (ଧନ୍ୟବାଦ )

Leave a Reply

Your email address will not be published. Required fields are marked *